ଗଂଜାମ, ପିତ୍ତଳ ପଂଚାୟତରେ ସୁଭଦ୍ରା ସଚେତନତା ରଥକୁ ସ୍ୱାଗତ । ଶେରଗଡ ବ୍ଲକର ବିଭିନ୍ନ ପଂଚାୟତରେ ସୁଭଦ୍ରା ସଚେତନତା ରଥ ପରିକ୍ରମା କରିବା ପରେ ଆଜି ଅପରାହ୍ନରେ ପିତ୍ତଳ ପଂଚାୟତରେ ଏହି ରଥ ପହଞ୍ଚିବା ପରେ ସ୍ଥାନୀୟ ଅଂଗନବାଡି କର୍ମୀ, ସହାୟିକା, ସିଆରପି, ଏମ୍ବିକେ, କୃଷିମିତ୍ର, ଆତ୍ମ ସହାୟିକା ଦଳର ସଭ୍ୟା, ଏକତ୍ରିତ ହୋଇ ସୁଭଦ୍ରା ସଚେତନତା ରଥକୁ ସ୍ୱାଗତ କରିଥିଲେ । ଏହି ରଥ ପରିକ୍ରମା ଜନସାଧାରଣ ବିଶେଷ କରି ମହିଳା ମାନଙ୍କୁ ପ୍ରଭାବିତ କରିଥିବା ଜଣାପଡିଛି ।
Related Stories
September 19, 2024
September 19, 2024