ଭଞ୍ଜନଗର- ଭଞ୍ଜନଗର ଥାନା ଅନ୍ତର୍ଗତ ଚାକୁଣ୍ଡା ପଲ୍ଲୀ ଗ୍ରାମର ଏକ ଆମ୍ବ ଗଛରେ ଆଜି ବେଳଗୁଣ୍ଠା ନିକଟ ବାଣତୁମ୍ବୁ ଗ୍ରାମର ଯୁଧିଷ୍ଠିର ସେଠି (୬୫) ଆତ୍ମହତ୍ୟା କରିଥିବା ଜଣାପଡିଛି। ହେଲେ ଆତ୍ମହତ୍ୟା ର କାରଣ ଜଣାପଡି ନଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠେଇଛି।
Related Stories
May 16, 2024