ଓଡିଶା ବୃଦ୍ଧ ଙ୍କ ଆତ୍ମହତ୍ୟା desk January 17, 2020 1 min read ଭଞ୍ଜନଗର- ଭଞ୍ଜନଗର ଥାନା ଅନ୍ତର୍ଗତ ଚାକୁଣ୍ଡା ପଲ୍ଲୀ ଗ୍ରାମର ଏକ ଆମ୍ବ ଗଛରେ ଆଜି ବେଳଗୁଣ୍ଠା ନିକଟ ବାଣତୁମ୍ବୁ ଗ୍ରାମର ଯୁଧିଷ୍ଠିର ସେଠି (୬୫) ଆତ୍ମହତ୍ୟା କରିଥିବା ଜଣାପଡିଛି। ହେଲେ ଆତ୍ମହତ୍ୟା ର କାରଣ ଜଣାପଡି ନଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠେଇଛି। Tags: News of ganjam Continue Reading Previous: ଘନ କୁହୁଡ଼ି; ସମୁଦ୍ରରେ ଫସିଲା ଲଂଚ୍ : ଅଳ୍ପକେ ବର୍ତିଲେ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ : ସରକାରୀ ଲଂଚ୍ ରେ ଜିପିଆରଏସ ସିଷ୍ଟମ୍ ଅଚଳ Next: ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନରେ ଖାଇଲେ ସଂସ୍କୃତି ମନ୍ତ୍ରୀ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 16 October 2025 Important news 1 min read ଓଡିଶା Indo Kaling Times 16 October 2025 Important news October 16, 2025 ଡିସେମ୍ବର ୧୩ ରୁ କୋଣାର୍କ ରେ ଇକୋ ରିଟ୍ରିଟ୍ , ଓଡିଶା ଡିସେମ୍ବର ୧୩ ରୁ କୋଣାର୍କ ରେ ଇକୋ ରିଟ୍ରିଟ୍ , October 16, 2025 ପୋଷଣ କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ଶ୍ରେଷ୍ଠ ବିବେଚିତ, ଓଡିଶା ପୋଷଣ କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ଶ୍ରେଷ୍ଠ ବିବେଚିତ, October 16, 2025