
ଭୁବନେଶ୍ୱର– ଭାରତ ରତ୍ନ ଡ଼. ଭୂପେନ ହଜାରିକାଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ସଙ୍ଗୀତଜ୍ଞ, ଭାରତ ରତ୍ନ ଡ଼. ଭୂପେନ ହଜାରିକାଙ୍କ ଜନ୍ମ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। ସଙ୍ଗୀତ ଏବଂ କଳା ଜଗତ ପାଇଁ ତାଙ୍କର ଅବଦାନ ସବୁଦିନ ପାଇଁ ମନେରହିବ।