ଭୁବନେଶ୍ୱର, ରାଜ୍ୟର ୪୩୭୫ ଟି ଅଙ୍ଗନବାଡ଼ି କେନ୍ଦ୍ର ଭଡ଼ା ଘରେ ଚାଲିଛି । ଭଡା ବାବଦକୁ ଗ୍ରାମାଞ୍ଚଳର ଅଙ୍ଗନୱାଡି କେନ୍ଦ୍ର ପାଇଁ ଟ. ୨୦୦୦/- ଓ ସହରାଞ୍ଚଳର ଅଙ୍ଗନୱାଡି କେନ୍ଦ୍ର ପାଇଁ ଟ. ୬୦୦୦/- ସରକାର ବହନ କରୁଛନ୍ତି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ବିଧାନସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ।