ଗଂଜାମ, ଗତକାଲି ସଂଧ୍ୟାରେ ଚିକିଟି ନିକଟସ୍ଥ ମାଉନ୍ଦପୁରଓକର ବାଲୁଆ ଗ୍ରାମର ନିକଟସ୍ଥ ଏକଦେଶୀ ମଦ ଭାଟିରେ ମଦ ପିଇ୨୦ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଚିକିଛା ପାଇଁନିକଟସ୍ଥ ଡାକ୍ତର ଥାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥ ହୋଇ ପଡିଥିବା ବ୍ୟକ୍ତି ସମସ୍ତେ ମାଉନ୍ଦପୁର ଓ କରଵାଲୁଆ ଗ୍ରାମର ବୋଲି ସୂଚନା ମିଳିଛି ।
Related Stories
October 6, 2024
October 6, 2024