
ମୟୁରଭଞ୍ଜ -ବାଇକରୁ ପଡି ଯୁବକ ମୃତ୍ୟୁ।ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଦୁମାଡିହି ଗ୍ରାମରେ।ସୁଚନାନୁଯାୟୀ ବ୍ୟକ୍ତି ଜଣକ କୌଣସି କାମରେ ବଜାରକୁ ଆସିଥିବାବେଳେ ଜାମଦା ଡାକ୍ତରଖାନା ଆଗରେ ବାଇକରୁ ଭାରସାମ୍ୟ ହରାଇ ପଡି ଯାଇଥିଲେ।ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକେ ରାଇରଙ୍ଗପୁର ଚିକିର୍ସାଳୟକୁ ପଠାଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପୋଲିସ ଘଟଣାର ତଦନ୍ତ କରୁଛି।