ଭୁବନୋଶ୍ୱର -ମହାପ୍ରଭୁଙ୍କ ରଥଯାତ୍ରା କାର୍ଯ୍ୟକ୍ରମ ସରିବା ପରେ ମହାପ୍ରଭୁ ରତ୍ନସିହାସନରେ ବିରାଜମାନ କରିଛନ୍ତି।ମହପ୍ରଭୁଙ୍କ ସିଂହଦ୍ୱାରା ସାମ୍ନାରେ ରହିଥିବା ତିନିରଥର ଭାଙ୍ଗିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ସୁଟନାନୁଯାୟୀ ପରମ୍ପରା ଅନୁସାରେ ପ୍ରଥମେ ସୁଭଦ୍ରାଙ୍କ ରଥ ଭାଙ୍ଗିବାର କାର୍ଯ୍ୟକ୍ରମ ଥିବାବେଳେ ଦ୍ୱିତୀୟରେ ତାଳଧ୍ୱଜ ରଥ ଭଙ୍ଗାଯିବ ଏବଂ ତୃତୀୟରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ।ପରମ୍ପରା ଅନୁସାରେ ଭୋଇ ସର୍ଦାର ଅନୁକୁଳ କରିବା ପରେ କଳସରୁ ଆରମ୍ଭ ହୋଇଛି ଭଙ୍ଗା କାମ।
Related Stories
September 19, 2024
September 19, 2024