ଭୁବନେଶ୍ୱର, ସରକାରୀ ସ୍ତରରେ ଚାଷୀଙ୍କୁ ଦିଆଯାଉଥିବା ବିହନ ଯଦି ଗଜା ନହୁଏ କିମ୍ବା ଠିକ୍ ଭାବେ ଫସଲ ନଫଳେ ତେବେ ତାଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରା ଯିବ । ଆଜି ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏ ସମ୍ପର୍କିତ ପ୍ରଶ୍ନ ଉପରେ ଆଲୋଚନା ବେଳେ ଏହି ପ୍ରଶ୍ନ ଉଠାଇଥିଲେ । ଏହାର ଉତରରେ କୃଷି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ ଏଭଳି ଘଟଣା ସାମନାକୁ ଆସିଲେ ନକଲୀ ବିହନ ଯୋଗାଣକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Related Stories
November 22, 2024