ଟୋକିଓ, ଭାରତ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଜାପାନ ରାଜଧାନୀ ଟୋକିଓରେ ସୋମବାର ଦିନ ଚାରି ଦେଶର ଗୋଷ୍ଠୀ କ୍ୱାଡର ବୈଦେଶିକମନ୍ତ୍ରୀର ବୈଠକକୁ ସମ୍ବୋଧିତ କରିଛନ୍ତି । ଏନେଇ ଏକ୍ସ ହ୍ୟାଣ୍ଡେଲରେ ଭିଡିଓ ସେୟାର କରିଛନ୍ତି । ଏହାପୂର୍ବରୁ ସେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନୀ ବୋଂଗଙ୍କ ସହିତ ସାକ୍ଷାତ କରିଛନ୍ତି । ଦୁଇ ନେତା ସୁରକ୍ଷା, ବ୍ୟାପାର ଓ ଶିକ୍ଷା ସହିତ ଦ୍ୱିପାକ୍ଷିକ ସଂପର୍କକୁ ସୁଦୃଢ କରିବା ଓ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ବ୍ୟବହାରିକ ସହଯୋଗକୁ ସୁଦୃଢ କରିବା ଉପରେ ଆଲୋଚନା କରିଛନ୍ତି ।
Related Stories
November 21, 2024