ଗଂଜାମ, ଦିଗପହଣ୍ଡି ବ୍ଳକର ନିମଖଣ୍ଡି ପେଣ୍ଠ ମେଘଝୋଳି ଓ ଭ୍ରମରପୁରରେ ଏକ ପାଗଳ କୁକୁର କାମୁଡାରେ ଜଣେ ନାବାଳକ ସମେତ ଆଠଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ ବିବୁଲୁ ପାତ୍ର, ବିକାଶିନାଥ ପାତ୍ର, କୁଶ ସେଠି, ଯୋଶେଫ ଗୌଡ, ପ୍ରଦୀପ ନାୟକ, ବିଳାସିନୀ ନାୟକ , ସରସ୍ବତୀ ବେହେରା ଓ କାହ୍ନା ମହାନ୍ତି । ଆହତ ମାନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO