ଭୁବନେଶ୍ୱର/ବାରିପଦା– ସାପ କାମୁଡାରେ ଛାତ୍ର ମୃତ । ମୟୂରଭଂଜ ଉଦଳାରେ ବିଷଧର ସାପ କାମୁଡାରେ କଲେଜ ଛାତ୍ର ରାଜୁ ହେମ୍ବ୍ରମଙ୍କ ମୃତ୍ୟୁ ହୋଇଛି । ଖୁଣ୍ଟାଥାନା ବିପ୍ରଚରଣପୁର ଗ୍ରାମର ରାଜୁ ହେମ୍ବ୍ରମ ରାଢୋ ଲୁଇପା କଲେଜର ଶେଷ ବର୍ଷର ଛାତ୍ର ।
ଭୁବନେଶ୍ୱର/ବାରିପଦା– ସାପ କାମୁଡାରେ ଛାତ୍ର ମୃତ । ମୟୂରଭଂଜ ଉଦଳାରେ ବିଷଧର ସାପ କାମୁଡାରେ କଲେଜ ଛାତ୍ର ରାଜୁ ହେମ୍ବ୍ରମଙ୍କ ମୃତ୍ୟୁ ହୋଇଛି । ଖୁଣ୍ଟାଥାନା ବିପ୍ରଚରଣପୁର ଗ୍ରାମର ରାଜୁ ହେମ୍ବ୍ରମ ରାଢୋ ଲୁଇପା କଲେଜର ଶେଷ ବର୍ଷର ଛାତ୍ର ।
Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO