ଭୁବନେଶ୍ୱର/ନବରଙ୍ଗପୁର-ନବରଙ୍ଗପୁରରେ ବର୍ଷା ବିତ୍ପାତ ।ଲଗାଣ ବର୍ଷାରେ ଭୁସୁଡ଼ିଲା ମିଲ । ତେବେଅଳ୍ପକେ ବର୍ତିଯାଇଛନ୍ତି ମିଲରେ ଥିବା କର୍ମଚାରୀ ।ଗତକାଲି ରାତିରେ ନବରଙ୍ଗପୁର ସହରର ବସ ଷ୍ଟାଣ୍ଡ ନିକଟରେ ଥିବା ବଜରଙ୍ଗ ରାଇସ ମିଲ ଭୁସୁଡ଼ିପଡିଥିଲା । ଫଳରେ ଲକ୍ଷାଧିକ ଟଙ୍କାର ଚାଉଳ ନଷ୍ଟ ହୋଇଯାଇଛି ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO