ସମ୍ବଲପୁର- ସମ୍ବଲପୁର ଚିଡ଼ିଆଖାନାରୁ ଡ଼େବ୍ରିଗଡ଼ ଅଭୟାରଣ୍ୟକୁ ସ୍ଥାନାନ୍ତର ହେଉଛନ୍ତି ହରିଣ । ଚିଡ଼ିଆଖାନାରୁ ଯିବେ ୧୧୫ଟି ସ୍ପଟେଡ୍ ହରିଣ । ବିଶେଷ କରି ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ଏହି ଉଦ୍ୟମ କରାଯାଉଛି ।
Related Stories
November 22, 2024