ଭୁବନେଶ୍ୱର– ସୁଭଦ୍ରା ଯୋଜନା ବର୍ତମାନ ଡ୍ରାଫ୍ଟିଂ ଷ୍ଟେଜରେ ଅଛି । ୧୦୦ ଦିନ ଭିତରେ ମହିଳାଙ୍କୁ ନିଶ୍ଚିତ ସୁଭଦ୍ରା ଟଙ୍କା ମିଳିବ । ଯୋଜନାରୁ କିଏ ବାଦ ପଡ଼ିବ ଏବେଠୁ ପ୍ରଚାର ଠିକ୍ ନୁହେଁ । ସୁଭଦ୍ରା ଯୋଜନା ନେଇ ଏହି ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଯୋଜନାର ରୂପରେଖ ବିଷୟରେ ସରକାର ଜଣାଇବେ । ତେଣୁ ଲୋକଙ୍କୁ ଭ୍ରମିତ ନକରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।
Related Stories
November 23, 2024
November 23, 2024
November 23, 2024