ଗଂଜାମ– ଧରାକୋଟ ବ୍ଲକର ୨ ଜଣ ନୂତନ ଅତିରିକ୍ତ ଶିକ୍ଷାଧିକାରୀ (ଏବିଇଓ) ଭାବେ ସିମାଂଚଳ ବେହରା ଓ ବିଭୂତିଭୂଷଣ ପାତ୍ର ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହି ସମୟରେ ବିଇଓ ଲିଂଗରାଜ ସ୍ଵାଇଁ, ସିଆରସିସି ଭାସ୍କର ବାଡତ୍ଯା, ପୂର୍ଣ୍ଣ ଚନ୍ଦ୍ର ବେହେରା, କାଳୁଚରଣ ଗୌଡ, ନବୀନ ସେଠୀ, ଜ୍ଞାନରଂଜନ ନାୟକ, ଶିବାନଂଦ ବେହରା, ଅରୁଣ ସେଠୀ ଓ ଶ୍ରୀକାନ୍ତ ନାୟକଙ୍କ ସମେତ ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO