ନୂଆଦିଲ୍ଲୀ– ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି ଆଗୁଆ ରହିଛି । ତେଲୁଗୁ ଦେଶମ ପାର୍ଟି 126ଟି ଆସନରେ ଆଗୁଆ ରହିଥିବା ବେଳେ ୱାଇଏସଆରସିପି 22ଟି ଆସନରେ ଆଗୁଆ ରହିଥିବା ବେଳେ ଜେଏନପି 18ଟି ଓ ବିଜେପି 7ଟି ସିଟରେ ଆଗକୁ ରହିଛି । ପୂର୍ବାହ୍ନ ସାଢେ 11ଟା ସୁଦ୍ଧା ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।