![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର, ପୁରୀ ଚନ୍ଦନଯାତ୍ରା ବେଳେ ବାଣି ବିସ୍ଫୋରଣ ଘଟଣାରେ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ସୋସିଆଲ ମିଡିଆ ଏକ୍ସରେ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ପୁରୀରେ ଶ୍ରୀଚନ୍ଦନଯାତ୍ରାରେ ବାଣ ବିସ୍ଫୋରଣରେ ଯେଉଁ ଭକ୍ତମାନେ ଆହତ ହୋଇଛନ୍ତି, ଭଗବାନ ଶ୍ରୀ ଜଗନ୍ନାତଙ୍କ ଅନୁକଂପାର ଅମୋଘ ପ୍ରଭାବରେ ସେମାନେ ଯଥାଶୀଘ୍ର ସୁସ୍ଥ ହୁଅନ୍ତୁ, ଏହା କାମନା କରୁଛି ।