ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶରେ ନିର୍ବାଚନୀ ପ୍ରଚାର କରିବେ । ସେ ମିର୍ଜାପୁରରେ ଜନସଭାକୁ ସମ୍ବୋଧିତ କରିବା ସହିତ ଆଜିର ପ୍ରଚାରର ଶୁଭାରମ୍ଭ କରିବେ । ମିର୍ଜାପୁର ପରେ ପିଏମ ଘୋସି ଓ ବାଂସଗାଓଁରେ ଜନସଭାକୁ ସମ୍ବୋଧିତ କରିବେ ।