ଭୁବନେଶ୍ୱର/ଭୋଗରାଇ,ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଯୁବକ ଜଣକ ହେଲେ ଜଳେଶ୍ୱର ଖୁଆଡ଼ ଅଂଚଳର । ଭୋଗରାଇର କଚୁଆଡ଼ି ଅଂଚଳକୁ କାମ କରିବାକୁ ଆସିଥିବା ବେଳେ ଆଜି ସକାଳେ ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।