![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର, ଉପରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଦେଶର ମାନନୀୟ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ସଭାପତି ଶ୍ରୀ ଜଗଦୀପ ଧନଖଡଙ୍କୁ ଜନ୍ମଦିନର ଅନେକ ଶୁଭକାମନା । ଜଗନ୍ନାଥ ମହାପ୍ରଭୁଙ୍କ ଠାରେ ଆପଣଙ୍କ ସୁସ୍ଥ ଓ ସୁଦୀର୍ଘ ଜୀବନ କାମନା କରୁଛି ।