
ଭୁବନେଶ୍ୱର, କର୍ଣ୍ଣାଟକ ରାଜ୍ୟପାଳଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, କର୍ଣ୍ଣାଟକର ମାନନୀୟ ରାଜ୍ୟପାଳ ଶ୍ରୀ ଥାବରଚନ୍ଦ ଗେହଲଟଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ ଓ ସୁଦୀର୍ଘ ଜୀବନ କାମନା କରୁଛି ।