![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର, ଓଡିଶାରେ ଚାରୋଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଦାନ ଚାଲିଛି । ଦିନ ୧ ଟା ସୁଦ୍ଧା ରାଜ୍ୟରେ ୩୯.୩% ମତଦାନ ରେକର୍ଡ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହି ସୂଚନା ଦେଇଛନ୍ତି ।