ଭୁବନେଶ୍ୱର,ମାତୃଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାଆମାନେ ନିସର୍ତ୍ତମୂଳକ ପ୍ରେମ ଏବଂ ନିସ୍ୱାର୍ଥପରତାର ଉଦାହରଣ ଅଟନ୍ତି । ସେମାନଙ୍କର ଅଦମ୍ୟ ସମର୍ଥନ, ବଳିଦାନ, ଏବଂ ସୀମାହୀନ ସ୍ନେହ ଆମ ଜୀବନକୁ ରୂପ ଦେଇଥାଏ ।ମାତୃ ଦିବସରେ, ଆସନ୍ତୁ ଆମ ବିଶ୍ୱକୁ ଏକ ଉତ୍ତମ ସ୍ଥାନ କରିଥିବା ମାଆମାନଙ୍କୁ ସମ୍ମାନ କରିବା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO