ଭୁବନେଶ୍ୱର– ମାତୃଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଏହି ଗୋଟିଏ ଶବ୍ଦରେ ପୂରା ସୃଷ୍ଟି ରହିଛି । ମାଆ ଖୁସି ରହିଲେ ଈଶ୍ୱର ଖୁସି ହୋଇଥାନ୍ତି । ଆପଣ ସମସ୍ତଙ୍କୁ ମାତୃଦିବସର ହାର୍ଦ୍ଦିକ ଶୁଭକାମନା ।
Related Stories
November 22, 2024