ପାରାଦ୍ୱୀପ – ଆଜି ରାଜ୍ୟ କଠିନ ବର୍ଜ୍ୟବସ୍ତୁ ପରିଚାଳନା କମିଟିର ଅଧ୍ୟକ୍ଷ ଜଷ୍ଟିସ ପି କେ ମହାନ୍ତି ପାରାଦ୍ୱୀପ ଗସ୍ତରେ ଆସିଥିଲେ । ପାରାଦ୍ୱୀପ ରେ ପାରାଦ୍ୱୀପ ପୌରପାଳିକ ଓ ପାରାଦୀପ ବନ୍ଦର ପକ୍ଷରୁ ନିର୍ମାଣ ହେବାକୁ ଥିବା ପ୍ଲାଣ୍ଟ କାର୍ଯ୍ୟ ର ସମୀକ୍ଷା ବୈଠକ କରିଥିଲେ ।ଏଥିରେ ବନ୍ଦର ଅଧ୍ୟକ୍ଷ ଙ୍କ ସହିତ ଉଚ୍ଚ ପଦା ଧିକାରୀ ଙ୍କ ସମେତ ପାରାଦ୍ୱୀପ ପୌରପାଳିକ ର ଅଧ୍ୟକ୍ଷ ଙ୍କ ସମେତ ପୌରପାଳିକ ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
Related Stories
November 23, 2024