ଭୁବନେଶ୍ୱର/କଳାହାଣ୍ଡି, କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ । ଶିକାରୀମାନଙ୍କ ଠାରୁ ଦୁଇ ଦେଶୀ ବନ୍ଧୁକ ଓ ଧନୁ ତୀର ଜବତ ହୋଇଛି । କର୍ଲାପାଟ ଅଭୟାରଣ୍ୟରେ ଶିକାର ହେଉଥିବା ସନ୍ଦେହରେ କର୍ଲାପାଟ ରେଞ୍ଜର ଏକ ଟିମ୍ ଚଢାଉ କରିଛି।