ଭୁବନେଶ୍ୱର, ଓଡ଼ିଶା ଉପକୂଳ ପାରାଦୀପ ମାଛ ଧରା ବନ୍ଦରରେ କଟକଣା ଜାରୀ କରାଯାଇଛି । ମତ୍ସ୍ୟ ବିଭାଗ ପକ୍ଷରୁ 61 ଦିନ ପର୍ଯ୍ୟନ୍ତ ମାଛ ଧରା ପାଇଁ କଟକଣା ଜାରୀ କରାଯାଇଛି । ସାଢେ଼ 8 ମିଟର ଡଙ୍ଗାରେ କେବଳ ମାଛ ଧରା ଯାଇ ପାରିବ। ମାଛ ସଂରକ୍ଷଣ ଓ ପ୍ରଜନନ ପାଇଁ କଟକଣା ଜାରୀ କରାଯାଇଥିବା ଜଣା ପଡିଛି ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO