ଭୁବନେଶ୍ୱର, ଭୋଗରାଇ ବିଧାୟକ ଅନନ୍ତ ଦାସ ପୁଅ ଅଭିଜିତ ଦାସଙ୍କ ସହ ନବୀନ ନିବାସରେ ପହଞ୍ଚିଛନ୍ତି । ବର୍ତମାନ ସୁଦ୍ଧା ଭୋଗରାଇ ପାଇଁ ବିଜେଡିର ଟିକେଟ ଘୋଷଣା ହୋଇ ନାହିଁ ।