ଭୁବନେଶ୍ୱର– ନବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ସିଂହାସନଗତା ନିତ୍ୟଂ, ପଦ୍ମାଶ୍ରିତକରଦ୍ୱୟା । ଶୁଭଦାସ୍ତୁ ସଦା ଦେବୀ, ସ୍କନ୍ଦମାତା ଯଶସ୍ୱିନୀ । ମାଆ ଦୁର୍ଗାଙ୍କ ମାତୃତ୍ୱ ସ୍ୱରୂପ ସ୍କନ୍ଦମାତା ସମସ୍ତଙ୍କୁ ବୈଭବ, ଆରୋଗ୍ୟ ଓ ମଙ୍ଗଳ ପ୍ରଦାନ କରନ୍ତୁ, ଏହାହିଁ କାମନା କରୁଛି । ଜୟ ମାତା ଦି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO