ଏଥିରେ ପାଣି ଡୁବୁକ ୨୨୩, ମାଟିଆ ଡୁବୁକି ୫୭୪, ବଡପାଣି କୁଆ ୪୯, ପାଣି କୁଆ ୧୭୭, ଛୋଟ ପାଣି କୁଆ ୪୦, ଦୁବ ହଂସ ୧, ହଂସରାଳି ୩୨୩, ବଗ ୧୧୪, ଖଇରାବଗ ୭, ବଡ ବଗ ୧୧, ପାଣି ବଗ ୨, ସାରସ ୬୭ ଟି ଥିବା ଗଣନାରୁ ଜଣାପଡ଼ିଛି। ଚଳିତ ବର୍ଷ ପାଣି ଡୁବୁକି ,ବଡ଼ ପାଣିକୁଆ ଦୁବ ହଂସ, ହଂସରାଳି, ଖଇରାବଗ, ବଡ଼ ବଗ ଓ ସାରସ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅନ୍ୟାନ୍ୟ ପକ୍ଷୀଙ୍କ ସଂଖ୍ୟା ହ୍ରାସ ଘଟିଛି।

Related Stories
October 18, 2024