ଭୁବନେଶ୍ୱର ,ଶଙ୍ଖ ଭଵନରେ ବିଜେଡିର ଉତ୍କଳ ଦିବସ ପାଳନ ହୋଇଛି । ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅଶୋକ ପଣ୍ଡା, ଅନନ୍ତ ନାରାୟଣ ଜେନା, ଲତିକା ପ୍ରଧାନ ପ୍ରମୁଖ ହୋଇଥିଲେ ସାମିଲ । ଏହି ଅବସରରେ ଅଶୋକ ପଣ୍ଡା କହିଛନ୍ତି ୨୦୨୪ ପର୍ଯ୍ୟନ୍ତ ଆମେ ଓଡ଼ିଆ ଅସ୍ମିତା ଓ ସଂସ୍କୃତି କ୍ଷେତ୍ରରେ ଯେଉଁ ନୀତି ଗ୍ରହଣ କରାଯାଇଛି ତାହା ଓଡିଶାକୁ ବହୁତ ଆଗକୁ ନେଇଛି । ୨୦୩୬ ବେଳକୁ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ବହୁତ ଆଗରେ ଥିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO