![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର/ପାରାଦୀପ, ପାରାଦୀପ କଟକ ରାସ୍ତା ମଣିଜଙ୍ଗା ନିକଟରେ ସଡକ ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ଗାଡିର ଛକା ଫାଟିଯିବାରୁ କାରଟି ରାସ୍ତା କଡକୁ ପଶିଯାଇଥିଲା । ତେବେ ଗାଡି ଭିତରେ ଥିବା ୫ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଵାସିନ୍ଦା ।