ଭୁବନେଶ୍ୱର, ହୋଲିର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ରଙ୍ଗ ଓ ଆଶାର ପର୍ବ ହୋଲିର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ହୋଲି ପର୍ବ ସମସ୍ତଙ୍କ ଜୀବନରେ ଖୁସି, ସମୃଦ୍ଧି ଓ ଆରୋଗ୍ୟତାର ରଙ୍ଗ ଭରୁ, ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ଏହାହିଁ କାମନା କରୁଛି । ପ୍ରେମ ଓ ସଦଭାବ ସହିତ ପରିଜନ ଓ ବନ୍ଧୁଙ୍କ ସାଥିରେ ପର୍ବର ଆନନ୍ଦ ଉଠାନ୍ତୁ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO