ଭୁବନେଶ୍ୱର, ଆଜି ହେଉଛି ବିଶ୍ୱ ଜଳ ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଜଳ ଅଛି ତ କାଲି ଅଛି । ଆମ ପାଇଁ ଜଳ ଜୀବନ, ବିକାଶ ଓ ଆସ୍ଥାର ପ୍ରତୀକ ଅଟେ । ଆସନ୍ତୁ, ବିଶ୍ୱ ଜଳ ଦିବସ ଅବସରରେ ଆମେ ସମସ୍ତେ ସୁଖଦ ଭବିଷ୍ୟତ ପାଇଁ ଆମର ଆଖପାଖର ଜଳସ୍ରୋତର ସଂରକ୍ଷଣ ଓ ଏହାକୁ ପ୍ରଦୂଷିତ ହେବାରୁ ରକ୍ଷା କରିବାକୁ ସଂକଳ୍ପ ନେବା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO