ଗଞ୍ଜାମ– ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାରେ କ୍ରମାଗତ ଭାବେ ସାଇବର ଠକେଇ ଘଟଣା ବୃଦ୍ଧି ପାଉଥିବାରୁ ଏଥିରେ ରୋକ ଲଗାଇବା ପାଇଁ ଗଞାମ ଜିଲା ପୁଲିସ୍ ପକ୍ଷରୁ ଏକ ହେଲପ ଲାଇନ ନମ୍ବର ଜାରି କରାଯାଇଛି । ଏସପି କାର୍ଯ୍ୟାଳୟରେ ଏହି ହେଲପ ଲାଇନ ଖୋଲାଯାଇଛି । ଏଥିପାଇଁ ଖୋଲାଯାଇଥିବା କଂଟ୍ରୋଲ ରୁମରେ ଜଣେ ଇନିସପେକଟର ନିଯୁକ୍ତି ପାଇଛନ୍ତି । ସାଇବର ଠକେଇର ଶୀକାର ହେଉଥିବା ବ୍ଯକ୍ତି ମାନେ,୯୧୮୭୬୩୬୧୧୯୬୬ ନମ୍ଵରରେ ଯୋଗାଯୋଗ କଲେ ତୁରନ୍ତ ସାଇବର ଠକଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।
Related Stories
November 22, 2024