ଭୁବନେଶ୍ୱର/ କେନ୍ଦୁଝର, କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳରେ ପୁଣି କଳା ପଲସର ଆତଙ୍କ। ଏଟିଏମରୁ ଟଙ୍କା ଉଠାଇ ଘରକୁ ଫେରିବା ବେଳେ ଜଣେ ବ୍ୟକ୍ତି ଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟି ନେଇଥିବା ଜଣା ପଡିଛି । ।ତେଲକୋଇ ଥାନା ତେଲକୋଇ-ବିମଳା ରାସ୍ତା ର ଆକୁଳ ଗାଁ ଅଙ୍ଗୁଳି ଭଙ୍ଗା ନାଳ ନିକଟରେ ଏହି ଘଟଣା ଘଟିଛି ।
Related Stories
November 21, 2024
November 21, 2024