ଭୁବନେଶ୍ୱର– ଜିଲ୍ଲା କଂଗ୍ରେସର ଗଣମାଧ୍ୟମ ବିଭାଗକୁ ସୁଦୃଢ଼ ତଥା କ୍ରିୟାଶୀଳ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି ଜିଲ୍ଲା କଂଗ୍ରେସ କମିଟିର ଗଣମାଧ୍ୟମ ଅଧ୍ୟକ୍ଷକଙ୍କ ତାଲିକା ନିମ୍ନମତେ ଏକ ପ୍ରେସ୍ ବିଜ୍ଞାପ୍ତିରେ ଘୋଷଣା କରିଛନ୍ତି ।
ବରଗଡ଼ -ଗୋପାଳ ଚନ୍ଦ୍ର ନାଥ, ବାଲେଶ୍ୱର-ବିକାଶ ଦାସ, ଭଦ୍ରକ-ଶୁଭେନ୍ଦୁ ରାୟ ମହାପାତ୍ର, ଭୁବନେଶ୍ୱର-ଅଶୋକ ଦାସ, ବୌଦ୍ଧ-ଶାନ୍ତନୁ କୁମାର ମହପାତ୍ର, କଟକ-ଅଶୋକ ସ୍ୱାଇଁ, କଟକ ନଗର-ମାନସ ପରିଡ଼ା, ଦେବଗଡ଼-ସିଦ୍ଧେଶ୍ୱର ଗୁରୁ, ଢ଼େଙ୍କାନାଳ-ନିର୍ମଳ କୁମାର ମିଶ୍ର, ଗଞ୍ଜାମ (ପୂର୍ବ)-ତତ୍ସତ୍ ସୁବୁଦ୍ଧି, ଗଞ୍ଜାମ (ପଶ୍ଚିମ)- ସିମାଂଚଳ ସ୍ୱାଇଁ, ଗଜପତି-ସୂର୍ଯ୍ୟନାରାୟଣ ପାତ୍ର, ଜଗତସିଂହପୁର-ହେମନ୍ତ ରଥ, ଯାଜପୁର-ବିଭୁତିଭୂଷଣ ମହାପାତ୍ର, ଝାରସୁଗୁଡ଼ା-ଜୀବନସାର୍ଥକ ଦାସ, କଳାହାଣ୍ଡି-ମୁରଲୀ ନାଏକ, କନ୍ଧମାଳ-ବସନ୍ତ କୁମାର ପାଢ଼ୀ, କେନ୍ଦୁଝର-ଦିଲ୍ଲିପ୍ କୁମାର ସାହୁ, ଖୋର୍ଦ୍ଧା-ଅମିତ ମହାନ୍ତି, କୋରାପୁଟ- ସୁକାନ୍ତ ପଟ୍ଟନାୟକ, ମୟୂରଭଞ୍ଜ (ପୂର୍ବ)- ଅଂଶୁମାନ ଦାସ, ମୟୂରଭଞ୍ଜ (ପଶ୍ଚିମ)-ବାବୁରାମ ବେସ୍ରା, ମାଲକାନଗିରି-ଇଶକ୍ ଖୋସଲା, ନବରଙ୍ଗପୁର-ଦିଲ୍ଲୀପ ବେହେରା, ନୂଆପଡ଼ା-କପିଳେନ୍ଦ୍ର ଭୋଇ, ନୟାଗଡ଼-ବୃନ୍ଦାବନ ନାୟକ, ପୁରୀ-ଅନିମେଶ ପଟ୍ଟନାୟକ, ରାୟଗଡ଼ା- ଶଙ୍କର୍ଷଣ ମଙ୍ଗରାଜ, ରାଉରକେଲା-ନିହାର ଦାସ, ସମ୍ବଲପୁର- ଦୁଲାଲ ପ୍ରଧାନ, ସୋନପୁର-ବିଭୁପ୍ରସାଦ ସାହୁ ଓ ସୁନ୍ଦରଗଡ଼-କର୍ମବୀର ଦାସ ।