
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପାକିସ୍ଥାନର ଆତଙ୍କବାଦୀଙ୍କ ବର୍ବୋରଚିତ ଆକ୍ରମଣରେ ପୁଲୱାମା ଠାରେ ସହିଦ ହୋଇଥିବା ଅମରବୀର ଜବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ “ଉର୍ଜାବାନ ଓଡିଶା”ପରିବାର ତରଫରୁ ସହିଦ ଦିବସ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖ ରେ ଦୀପ ଦାନ ପୂର୍ବକ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ସଭାପତି ସନ୍ତୋଷ ସେନାପତି, ଜିତେନ୍ଦ୍ର ପାତ୍ର,ସନ୍ତୋଷ ମୁଖି , ଦିଲ୍ଲୀପ ଚି଼ନେରା, ରଶ୍ମି ରଞ୍ଜନ ନାୟକ, ଆଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l