ଭୁବନେଶ୍ୱର– ସୁନ୍ଦରଗଡ଼ ଜିଲ୍ଲା ସବଡେଗା ଅଂଚଳରେ ବାହାଘର ଭୋଜି ଖାଇ ୩୫ ଜଣ ଅସୁସ୍ଥ ହୋଇପଡିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଦେଓଗାଁରେ ଅନୁଷ୍ଠିତ ଏକ ବିବାହ ଭୋଜି ଖାଇବା ପରେ ଗାଁର ପ୍ରାୟ ୩୫ ଜଣ ଅସୁସ୍ଥ ହୋଇପଡ଼ିଥିଲେ । ଅସୁସ୍ଥମାନଙ୍କୁ ସବଡେଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ୍ୟୁବରଣ କରିଛନ୍ତି । ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ୟ ୯ ଜଣ ଅସୁସ୍ଥଙ୍କୁ ଭର୍ତି କରଯାଇଛି ।
Related Stories
December 21, 2024