ଭୁବନେଶ୍ୱର– କନ୍ଧମାଳରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି । କୁହୁଡି ଯୋଗୁ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଦିନ 10ଟା ଯାଏ ରହୁଛି କୁହୁଡି ପ୍ରଭାବ । ଏପରିକି ଘନ କୁହୁଡି କାରଣରୁ 10 ମିଟର ଆଗକୁ ଦୃଶ୍ୟମାନ ହେଉନାହିଁ ।
ଭୁବନେଶ୍ୱର– କନ୍ଧମାଳରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି । କୁହୁଡି ଯୋଗୁ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଦିନ 10ଟା ଯାଏ ରହୁଛି କୁହୁଡି ପ୍ରଭାବ । ଏପରିକି ଘନ କୁହୁଡି କାରଣରୁ 10 ମିଟର ଆଗକୁ ଦୃଶ୍ୟମାନ ହେଉନାହିଁ ।
Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO