ଭୁବନେଶ୍ୱର– ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ଦିଲ୍ଲୀ ପୋଲିସ ଦୁଇ ସଦିଗ୍ଧ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ କରିଛି। ଡିସେମ୍ବର 26ରେ ଇସ୍ରାଏଲ ଦୂତାବାସ ସାମ୍ନାରେ ଏହି ବିସ୍ଫୋରଣ ହୋଇଥିଲା। ସିସିଟିଭି ଫୁଟେଜରେ 2 ସନ୍ଦିଗ୍ଧଙ୍କ ଗତିବିଧି ସାମ୍ନାକୁ ଆସିଥିଲା ।