ଭୁବନେଶ୍ୱର– ବାଲେଶ୍ୱର ସୋର, ଶେରଗଡ ବିସିଇଟି କଲେଜ ନିକଟରୁ ବେଆଇନ ଗୋରୁ ବୋଝେଇ ଗାଡି ଜବଦ ହୋଇଛି । ଆନ୍ଧ୍ରରୁ ବେଆଇନ ଭାବରେ କଲିକତା ଅଭିମୁଖେ ଗୋରୁ ଚାଲାଣ ହେଉଥିଲା । ତେବେ ବାହାନଗା ବଜରଙ୍ଗ ଦଳର କର୍ମକର୍ତା ମାନେ ଗାଡିକୁ ଅଟକାଇବା ସହ ଗୋରୁଗୁଡିକୁ ଉଦ୍ଧାର କରିଛନ୍ତି l

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO