ଭୁବନେଶ୍ୱର– ବାଲେଶ୍ୱର ସୋର, ଶେରଗଡ ବିସିଇଟି କଲେଜ ନିକଟରୁ ବେଆଇନ ଗୋରୁ ବୋଝେଇ ଗାଡି ଜବଦ ହୋଇଛି । ଆନ୍ଧ୍ରରୁ ବେଆଇନ ଭାବରେ କଲିକତା ଅଭିମୁଖେ ଗୋରୁ ଚାଲାଣ ହେଉଥିଲା । ତେବେ ବାହାନଗା ବଜରଙ୍ଗ ଦଳର କର୍ମକର୍ତା ମାନେ ଗାଡିକୁ ଅଟକାଇବା ସହ ଗୋରୁଗୁଡିକୁ ଉଦ୍ଧାର କରିଛନ୍ତି l