ନୂଆଦିଲ୍ଲୀ, ଗୁରୁ ନାନକ ଦେବଙ୍କ ପ୍ରକାଶ ପର୍ବର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଏକ ଓମକାର ସତନାମ କରତା ପୁରଖୁ, ନିରଭଉ ନିରଭୌରୁ ଅକାଳ ମୁରତି, ଅଜୁନୀ ସୈମ୍ଭ ଗୁରପ୍ରସାଦି ।
ବିଶ୍ୱକୁ ଶାନ୍ତି, ସଦଭାବ, ଭାଇଚାରା ଓ ସେବାର ସନ୍ଦେଶ ଦେଉଥିବା ଶିଖ୍ ଧର୍ମର ସଂସ୍ଥାପକ ଶ୍ରୀ ଗୁରୁନାନକ ଦେବଙ୍କ ପ୍ରକାଶ ପର୍ବର ହାର୍ଦ୍ଦିକ ଶୁଭକାମନା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO