ଭୁବନେଶ୍ୱର, ଛଟ୍ ପୂଜାର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆରେ ଓ ଐହି ସୂର୍ଯ୍ୟ ସହସ୍ତ୍ରାଂଶୋଂ ତେଜୋ ରାଶି ଜଗତ୍ପତେ, ଅନୁକମ୍ପୟେମାଂ ଭକ୍ତ୍ୟା, ଗୃହାଣାର୍ଘୟ ଦିବାକରଃ ।
ସ୍ୱଚ୍ଛତା, ଶୁଦ୍ଧତା ଓ କଠିନ ତପର ପର୍ବ ଛଟ୍ ପୂଜାର ପ୍ରଥମ ଅର୍ଘ୍ୟର ସମସ୍ତ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା । ଛଟ୍ ମାଇ ଓ ଭଗବାନ ସୂର୍ଯ୍ୟ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ପ୍ରଦାନ କରୁ ବୋଲି କାମନା କରୁଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO