ଭୁବନେଶ୍ୱର – ସମ୍ବଲପୁରରେ କୋଶଳ ମହାବନ୍ଦ । ବରଗଡ- ସମ୍ବଲପୁର ୫୩ ନମ୍ଵର ଜାତୀୟ ରାଜପଥ ଅବରୋଧ କରିଛନ୍ତି କୋଶଳ ସେନା । ବନ୍ଦ ଯୋଗୁ ଉଭୟପଟ ରାସ୍ତାରେ ଶତାଧିକ ଗାଡି ଅଟକି ରହିଛି । ଜାତୀୟ ରାଜପଥ ଉପରେ ସ୍ବତନ୍ତ୍ର କୋଶଳ ରାଜ୍ୟ ନେଇ ନାରାବାଜି କରିଛନ୍ତି କୋଶଳ ସେନା ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO