ଭୁବନେଶ୍ୱର, ଚିକିତ୍ସା ଅଭାବରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ମୟୂରଭଞ୍ଜ ଉଦଳାରେ ଘଟିଛି ଏଭଳି ଘଟଣା । ବ୍ରହ୍ମପୁର ଥାନା ଅନ୍ତର୍ଗତ କେସିପୁର ଅଞ୍ଚଳର ଲକ୍ଷ୍ମୀପ୍ରିୟା ସୋରେନ ଜ୍ୱରରେ ପୀଡିତ ହୋଇଥିଲେ । ଏହାପରେ ପରିବାର ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତରଙ୍କ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି ।
Related Stories
November 5, 2024