ଭୁବନେଶ୍ୱର, ଦକ୍ଷିଣ ପୂର୍ବ ଏସିଆର ଲାଓସ୍ ରେ ଅଟକ ଥିବା ୩୫ ଓଡ଼ିଆ ଶ୍ରମିକଙ୍କୁ ଖୁବ୍ ଶୀଘ୍ର ଫେରାଇ ଅଣାଯିବ । ଶ୍ରମ ମନ୍ତ୍ରୀ ଶାରଦା ନାୟକ ଶ୍ରମିକଙ୍କ ଉଦ୍ଧାର ନେଇ ଏହା କହିଛନ୍ତି । ସେ କହିଛନ୍ତି
୪ଟି ଜିଲ୍ଲାର ୩୫ ଶ୍ରମିକଙ୍କୁ ଫରାଇ ଆଣିବାକୁ ବ୍ୟବସ୍ଥା ହେଉଛି । ପ୍ରତିଟି ଜୀବନ ମୂଲ୍ୟବାନ, ଓଡ଼ିଆ ଶ୍ରମିକ ଖୁବ ଶୀଘ୍ର ଫେରିବେ ।
ସୂଚନାଯୋଗ୍ୟ ଯେ ଲାଓସରେ ବନ୍ଦୀ ଥିବା ୩୫ ଓଡିଆ କର୍ମଚାରୀଙ୍କ ପ୍ରତ୍ୟାବର୍ତନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।