
ଭୁବନେଶ୍ୱର, ରେବ ନଦୀରେ ନିଖୋଜ ଥିବା କିଶୋର ପୋଇଙ୍କ ମୃତ ଦେହ ଉଦ୍ଧାର କରଯାଇଛି।ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅର୍ନ୍ତଗତ ଚୁଡାକୁଟି ପଞ୍ଚାୟତ ବିଦ୍ୟାଧର ପୁର ଗ୍ରାମ ର କିଶୋର ପୋଇ ରେବ ନଦୀରେ ଗତକାଲି ଗାଧୋଉଥିବା ବେଳେ ନିଖୋଜ ସୋଇଯାଇଥିଲେ ନଦୀରେ, ଘଟଣାସ୍ଥଳରେ ଧାମନଗର ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ କିନ୍ତୁ ଆଜି ସକାଳେ ନଦୀ ରୁ ତାଙ୍କ ମୃତ ଶରୀର ଭାସୁଥିବା ଅବସ୍ଥାରେ ଅଗ୍ନିଶମ ବାହିନୀ ମୃତ ଶରୀରକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି।